ଜିଲ୍ଲା ନେତା ବାଛିଲା ବିଜେଡି : ୩ ମନ୍ତ୍ରୀ, ଜଣେ ସାଂସଦ, ୭ ବିଧାୟକଙ୍କୁ ଭରସା

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଜିଲ୍ଲା ସଂଗଠନ ମୁଖିଆ (ଜିଲ୍ଲା ସଭାପତି)ଙ୍କ ନାମ ଘୋଷଣା କରିଛି। ୩୩ଟି ସାଂଗଠନିକ ଜିଲ୍ଲାରେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ନେତାଙ୍କ ମଧ୍ୟରୁ ୧୯ଜଣ ନୂଆ ଓ ୧୪ ଜଣ ପୁରୁଣା। ତିନି ଜଣ ମନ୍ତ୍ରୀ ବଲାଙ୍ଗୀରରେ ଟୁକୁନି ସାହୁ, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ମୟୂରଭଂଜରେ ସୁଦାମ ମାରାଣ୍ଡି ସରକାରଙ୍କ କାର୍ଯ୍ୟ ସହ ସଂଗଠନ କଥା ବି ବୁଝିବେ। ସେହିପରି … Continue reading ଜିଲ୍ଲା ନେତା ବାଛିଲା ବିଜେଡି : ୩ ମନ୍ତ୍ରୀ, ଜଣେ ସାଂସଦ, ୭ ବିଧାୟକଙ୍କୁ ଭରସା